Jump to content

ଭଙ୍ଗିଆ

ଉଇକିଅଭିଧାନ‌ରୁ

ଭଙ୍ଗିଆ

ଉଚ୍ଚାରଣ

[ସମ୍ପାଦନା]

ଭଙ୍ଗୀ, ଭଙ୍ଗେଈସ୍ତ୍ରୀ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - [ସଂସ୍କୃତ - ଭଙ୍ଗୀମତ୍]

[ସମ୍ପାଦନା]
୧. ଛଇଳ — ୧. Assuming different gestures.
୨. କୌତୁକୀ —୨. Sportful; sportive.
୩. ରସିକ —୩. Gallant.
୪. (ବାକ୍ୟ) ରସିକତା ପୂର୍ଣ୍ଣ —୪. Humourous; witty.