ଭଙ୍ଗିୟା
ଭଙ୍ଗିୟା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଭଙ୍ଗୀ, ଭଙ୍ଗେଈସ୍ତ୍ରୀ
ଅନୁବାଦ[ସମ୍ପାଦନା]
ଭଙ୍ଗିୟା
|
ଦେଶଜ - ବିଶେଷଣ - ପୁଲିଙ୍ଗ - [ସଂସ୍କୃତ - ଭଙ୍ଗୀମତ୍][ସମ୍ପାଦନା]
- ୧. ଛଇଳ — ୧. Assuming different gestures.
- ୨. କୌତୁକୀ —୨. Sportful; sportive.
- ୩. ରସିକ —୩. Gallant.
- ୪. (ବାକ୍ୟ) ରସିକତା ପୂର୍ଣ୍ଣ —୪. Humourous; witty.