Jump to content

ଭଙ୍ଗି କାଢ଼ିବା

ଉଇକିଅଭିଧାନ‌ରୁ

ଭଙ୍ଗି କାଢ଼ିବା

ଉଚ୍ଚାରଣ

[ସମ୍ପାଦନା]

ଭଙ୍ଗି ଦେଖା[ଖେ]ଇବା, ଭଙ୍ଗି ହେବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚାତୁରୀ ଦେଖାଇବା; ଛଇ ଦେଖାଇବା — ୧. To display tricks.
୨. ଛଟକ ଦେଖାଇବା —୨. To assume enchanting ways.
୩. ଥଟ୍ଟା ଖେଳିବା —୩. To play tricks.
୪. ପ୍ରକାର ଦେଖାଇବା —୪. To display various curious modes or ways.