Jump to content

ଭଙ୍ଗୀୟାନ୍

ଉଇକିଅଭିଧାନ‌ରୁ

ଭଙ୍ଗୀୟାନ୍

ଉଚ୍ଚାରଣ

[ସମ୍ପାଦନା]
[ ଭଙ୍ଗୀୟସୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. (ଭଙ୍ଗ+ଈୟସ; ୧ମା ୧ବ)— ଯେ ରଣରେ ଭଙ୍ଗଦେଇ ପଳାୟନ କରେ — ୧. Deserting from the thick of
a fight; renegade from the rank of the army.
୨. (ଭଙ୍ଗି+ଇୟସ୍; ୧ମା ୧ବଚନ)— ଭାଙ୍ଗିମାନ୍ [ଦେଖ] —୨. Bhaṅgimān [See]