Jump to content

ଭଚ୍ଛନା

ଉଇକିଅଭିଧାନ‌ରୁ

ଭଚ୍ଛନା

ଉଚ୍ଚାରଣ

[ସମ୍ପାଦନା]

(ଭର୍ଚ୍ଛନା, ଭ୍ରଛନା, ଭ୍ରଚ୍ଛନା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବି—(ସଂସ୍କୃତ - ଭର୍ତ୍ସନା)

[ସମ୍ପାଦନା]

ଭର୍ତ୍ସନା; ଗାଳି — Rebuke; censure; abuse.