ଭଜ
ଦେଖଣା
ଭଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭଜ
|
(ଭଜି—ଆଦକାର୍ଥକ ରୂପ)
[ ଭଜିଆ—ଅନାଦରାର୍ଥକ ରୂପ]
ଭଜଗୋବିନ୍ଦ, ଭଜନ, ଭଜନା, ଭଜନାନନ୍ଦ, ଭଜନ, ଭଜି(ଜୀ),ଭଜିଆ(ୟା), ଭଜମନ, ଭଜହରିଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ —Names given to persons.
ସଂସ୍କୃତ - କ୍ରି—(ଭଜ୍ ଧାତୁ ଲୋଟ ମଧ୍ୟମ ପୁରୁଷ ୧ବଚନ)
[ସମ୍ପାଦନା]ଭଜନା କର —Do worship.
(ଉ—ଭଜ ମନ କଳା କହ୍ନାଇ, ଭଜିଲେ ଏ ଦୁଃଖ ରହିବ ନାହିଁ)