ଭଜକ

ଉଇକିଅଭିଧାନ‌ରୁ

ଭଜକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭଜିକା —ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ଭଜ୍ ଧାତୁ+କର୍ତ୍ତୃ ଅକ)[ସମ୍ପାଦନା]

୧. ଭଜନ କାରୀ — ୧. Praying.
୨. ବିଭାଗକାରୀ — Dividing.