Jump to content

ଭଜକଟ କରିବା

ଉଇକିଅଭିଧାନ‌ରୁ

ଭଜକଟ କରିବା

ଉଚ୍ଚାରଣ

[ସମ୍ପାଦନା]

(ଭ଼ଜକଟରେ ପଶି(ଡ଼ି)ବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଉଦ୍ଦେଶ୍ୟର ସାଧନ ନିମନ୍ତେ ନାନା କଷ୍ଟସାଧ୍ୟ ଉଦ୍ୟମରେ ସଂଶ୍ଳିଷ୍ଟ ହେବା — ୧. To be entangled in confused actions with a view to achieve one's object.
୨. ଗୋଳମାଳରେ ପଶିବା —୨. To be involved in confusion and entanglements.
୩. ହଟହଟାରେ ପଡ଼ିବା —୩. To fall into a false position or predicament.