ଭଜନୀୟ

ଉଇକିଅଭିଧାନ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଭଜନୀୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(ଭଜନୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଭଜ୍+କର୍ମ. ଅନୀୟ)[ସମ୍ପାଦନା]

୧. ପୂଜା; ପୂଜନୀୟ (ବ୍ୟକ୍ତି) —୧. Worshippable; adorable; venerable.
୨. ଭଜନ କରାଯିବା ଯୋଗ୍ୟ (ସ୍ତବାଦି) —୨. Fit to be recited.