ଭଜନ ଗୃହ

ଉଇକିଅଭିଧାନ‌ରୁ

ଭଜନ ଗୃହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଭଜନନିଳୟ, ଭଜନ ମନ୍ଦିର, ଭଜନଶାଳା, ଭଜନାଳୟ, ଭଜନାଗାର—ଅନ୍ୟରୂପ

ସଂସ୍କୃତ - ବି—(୬ଷ୍ଠୀ ତତ୍)[ସମ୍ପାଦନା]

୧. ଉପାସନା ମନ୍ଦିର; ଯେଉଁ ମନ୍ଦିରରେ ଦେବତାଙ୍କୁ ଆରାଧନା ଆରାଧନା କରାଯାଏ — ୧. A prayer hall.
୨. ଗିର୍ଜା — ୨. Church.
୩. ମସଜୀଦ୍ —୩. Mosque.
୪. ଦେବମନ୍ଦିର — ୪. Temple.