ଭଜମାନ

ଉଇକିଅଭିଧାନ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଭଜମାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(ଭଜମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭଜ୍ ଧାତୁ+କର୍ତ୍ତୃ. ଆନ)[ସମ୍ପାଦନା]

୧. ବିଭାଜନ —୧. Dividing.
୨. ଉପାସନାରତ — ୨. Engaged in prayers.
୩. ପୂଜା କରୁଥିବା; ପୂଜାକାରୀ —୩. worshipping.
୪. ଉପଯୁକ୍ତ —୪. Proper; suitable.
୫. ସେବମାନ; ସେବାରତ —୫. Engaged in serving.