ଭଜା

ଉଇକିଅଭିଧାନ‌ରୁ

ଭଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୃଜ୍ ଧାତୁରୁ ଭର୍ଜନ)[ସମ୍ପାଦନା]

୧. ଭର୍ଜନ; ଭାଜିବା କର୍ମ — ୧. Act of frying; roasting; baking.
୨. ଭର୍ଜିତ ଖାଦ୍ୟ; ଭାଜି ହୋଇଥିବା ଖାଦ୍ୟ — ୨. Fried food; roast.

(ଯଥା—ଚାଉଳଭଜା, କଦଳୀଭଜା)

ଦେଶଜ - ବିଶେଷଣ - (ସଂ—ଭର୍ଜିତ)[ସମ୍ପାଦନା]

୧. ଭର୍ଜିତ; ଯାହାକୁ ଭାଜିବାକୁ ହୋଇଥାଏ —୧. Fried; roasted; baked.

(ଯଥା—ଭଜାମୁଗ, ଭଜାମାଛ, ଦୋଭଜା ଖଇ)

[ଉ—ଜ୍ଞାନାତ୍ମାମୟ ତୁ ଅଗୁଣ, ସକାମେ ଯେ ତୋର ଚରଣ, ପୂଜନ୍ତି ଜନ୍ମ ତାଙ୍କ ନାହିଁ, ଭଜା ବୀଜର ପ୍ରାୟ ହୋଇ ଜଗନ୍ନାଥ. ଭାଗବତ]

୨. ଯାହାଦ୍ୱାର ଭାଜିବା କ୍ରିୟା ସାଧିତ ହୁଏ —୨. Used for frying.

(ଯଥା—ଭଜା ଖଡ଼ିକା; ଭଜା ହାଣ୍ଡି—

୩. ଘୃତାଦିରେ ଯାହାକୁ ଭର୍ଜିତ କରାଯାଇଅଛି —୩. Fried in ghee or oil.

(ଯଥା—ଘିଅଭଜା ଶାଗ)

୪. ବାଲିରେ ମିଶାଇ ଯାହା ଭର୍ଜିତ ହୋଇ— ଥାଏ —୪. Fried by being put in heated. sand etc.

(ଯଥା—ବାଲିଭଜା ମୃଗ)