Jump to content

ଭଜ୍ୟମାନ

ଉଇକିଅଭିଧାନ‌ରୁ

ଭଜ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ଭଜ୍ୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭଜ୍ ଧାତୁ+କର୍ମ. ଅନ)

[ସମ୍ପାଦନା]
୧. ସେବ୍ୟ— ମାନ —୧. Being served.
୨. ଯାହା ବିଭକ୍ତ କରା ଯାଉଅଛି —୨. Being divided.