Jump to content

ଭଞ୍ଜକ

ଉଇକିଅଭିଧାନ‌ରୁ

ଭଞ୍ଜକ

ଉଚ୍ଚାରଣ

[ସମ୍ପାଦନା]
(ଭଞ୍ଜିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭଞ୍ଜ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଭଙ୍ଗକାରୀ; ଭଞ୍ଜନକାରୀ —୧. Breaking.
୨. ନିବାରକ —୨. Preventing.

(ଯଥା—ବିପଦ. ଭଞ୍ଜକ, ସନ୍ଦେହଭଞ୍ଜକ, ମାନଭଞ୍ଜକ)