ଭଞ୍ଜନ
ଦେଖଣା
ଭଞ୍ଜନ
ଉଚ୍ଚାରଣ
[ସମ୍ପାଦନା](ଭଞ୍ଜନା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭଞ୍ଜ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଭାଙ୍ଗିବା — ୧. Breaking.
- ୨. ଘୁଞ୍ଚାଇବା —୨. Removal.
- ୩. ଖଣ୍ଡନ; ନିରସନ; ଦୂରୀକରଣ —୩. Dispelling; expelling,
- ୪. ମେଣ୍ଟଣ; ମୀମାଂସା —୪. Settlement; decisiom.
ବିଶେଷଣ - ପୁଲିଙ୍ଗ - (ଅନ୍ୟ ଶଦ୍ଦ ସଙ୍ଗେ ଯୁକ୍ତ ହୋଇ ହୁଏ; ଯଥା—ବିପଦ— ଭଞ୍ଜନ, ଦୁଃଖଭଞ୍ଜନ, କଳହଭଞ୍ଜନ, ମାନଭଞ୍ଜନ)
[ସମ୍ପାଦନା]- ୧. (କଳଙ୍କର) ନିରସନ —୧. Dispelling.
- ୨. (କଳହର) ମୀମାଂସା କରିବା; ମେଣ୍ଟଣ —୨. Amicable settlement.
- ୩. (ବିପଦର)— ବିନାଶନ —୩. Prevention (of a denger).
- ୪. (ମାନର) ଦୂରୀକରଣ —୪. Removal.