ଭଟା ପଡ଼ିବା
ଦେଖଣା
ଭଟା ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ନଦୀ ବା ସମୁଦ୍ରର ଜୁଆର ଛାଡ଼ି ଯିବା — To ebb (said of the sea or of a river).
(ଲକ୍ଷଣାର୍ଥ)—କୌଣସି କାର୍ଯ୍ୟକେ ବାଧା ପଡୢବା (ଜାହାଜ କିମ୍ୱା ଡଙ୍ଗାମାନ ଭଟାରେ ପଡୢ ଅଟକିବା ଉପମାରୁ) — Obstruction in coures of the execution of some business.
(ଉ—ଭଟା ପଡ଼ିଗଲା ଦୁଷ୍ଟ କଳ୍ପନା ଜୁଆରେ—ଚିନ୍ତାମଣି ବିକ୍ରମାଦିତ୍ୟ)