Jump to content

ଭଟୋତ୍ପଳ

ଉଇକିଅଭିଧାନ‌ରୁ

ଭଟୋତ୍ପଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବରାହାଚାର୍ଯ୍ୟଙ୍କ ବୃହତ୍ସଂହିତା ଗ୍ରନ୍ଥର ଟୀକାକାର; ଏହାଙ୍କର ଅନ୍ୟ ନାମ ଉତ୍ପଳ ଭଟ୍ଟ; ଜନ୍ମ ଖ୍ରୀଷ୍ଟୀୟ ୯ମ ଓ ୧ମ ଶତାଦ୍ଦୀ; ଜାତିରେ ବ୍ରାହ୍ମଣ ବାସସ୍ଥାନ କାଶ୍ମୀର —The celebrated commentator of Bṛuhat saṁhitā by Barāhāchārj̄ya; his other name is Utpaḻa Bhaṭṭa; he was a Brāhmaṇa by caste and was born in Kāṡmīra in ୯th or ୧୦th century A. D.