ଭଟ୍କା
ଦେଖଣା
ଭଟ୍କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଭୁଲ —୧. Mistake.
- ୨. କ୍ଷତି — ୨. Loss.
- ୩. ଭାଉ —୩. Market rate.
- ୪. ପଣ୍ୟକଦ୍ରବ୍ୟର ଦାମ କଷାକଷି —୪. Higgling and haggling; negotiation.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଭୁଲ ଓ ଭାଉ ସଙ୍ଗେ ନିରର୍ଥକ ବା ଏକାର୍ଥକ ସହଚରରୂପେ ପ୍ରଯୁକ୍ତ ହୁଏ, ଯଥା—ଭୁଲଭଟକା, ଭାଉଭଟକା —A meaningless term added to Bhul and Bhāu]