Jump to content

ଭଟ୍ଟା

ଉଇକିଅଭିଧାନ‌ରୁ

ଭଟ୍ଟା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭଟା (ଦେଖ) - —Bhatā(See).

===ପ୍ରାଦେଶିକ - (ସମ୍ୱଲପୁର)

୧. ନଦୀ ଗର୍ଭର ଅନାବ୍ୟ ଶୁଖିଲା ଅଂଶ ଯହିଁରେ ଡଙ୍ଗା ଯିବାକୁ ଥେଷ୍ଟ ପାଣି ନ ଥାଏ —୧. Shallow part of a river insufficient for the plying of boats.
୨. ବାରଣ୍ଡା —୨. Verandah.