Jump to content

ଭଟ୍ଟାଚାର୍ଯ୍ୟ

ଉଇକିଅଭିଧାନ‌ରୁ

ଭଟ୍ଟାଚାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭଟ୍ଟ+ଆଚାର୍ଯ୍ୟ)

[ସମ୍ପାଦନା]
୧. ଶାସ୍ତ୍ରଜ୍ଞ; ବିଦ୍ୱାନ୍; ପଣ୍ଡିତ —୧. A learned paṇḍita.
୨. ଦର୍ଶନଶାସ୍ତ୍ରଜ୍ଞ ଅଧ୍ୟାପକ —୨. A professor of Vedic philosophy.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]


ଅନୁବାଦ

[ସମ୍ପାଦନା]

ବଙ୍ଗଦେଶୀୟବ୍ରାହ୍ମଣଙ୍କ ବଂଶୋପାଧିବିଶେଷ —A family title of some Bengali Brāhmaṇas.

(ଯଥା—ବିଦ୍ୟାଶୂନ୍ୟ ଭଟ୍ଟାଚାର୍ଯ୍ୟ—(ବ୍ୟଙ୍ଗ୍ୟୋକ୍ତି)— ଭଟ୍ଟାଚାର୍ଯ୍ୟ ବା ପ୍ରସିଦ୍ଧ ବଂଶର ବଂଶଧର ଅଥଚ ମୁର୍ଖ ବ୍ୟକ୍ତି)