ଭଟ୍ଟାର
ଦେଖଣା
ଭଟ୍ଟାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭ଼ଟ୍ଟା=ସ୍ୱାମିତ୍ୱ+ଋ ଧାତୁ=ପାଇବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ମାନନୀୟ; ମାନ୍ୟ —୧. Respectable.
- ୨. ପୂଜ୍ୟ —୨. Worshippable; adorable.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଉଚ୍ଚମନା ବା ଉଦାରମନା ପ୍ରଭୁ —A noble lord (Apte).
[ ଦ୍ର—ବିଦ୍ୱାନ୍ ବ୍ୟକ୍ତିମାନଙ୍କ ନାମ ପୂର୍ବେ ଏହା ସମ୍ମାନସୂଚକ ଉପାଧିରୂପେ ବ୍ୟବହୃତ ହୁଏ —Apte]