ଭଟ୍ଟାରକ
ଦେଖଣା
ଭଟ୍ଟାରକ
ଉଚ୍ଚାରଣ
[ସମ୍ପାଦନା](ଭଟ୍ଟାରିକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭଟ୍ଟାର+କ)
[ସମ୍ପାଦନା]- ୧. ଋଷି; ମୁନି —୧. Sage.
- ୨. ପଣ୍ଡିତ; ଦାର୍ଶନିକ —୨. A learned man; a philosopher.
- ୩. (ନାଟକରେ) ରାଜା —୩. (In drama) A king.
- ୪. ସୂର୍ଯ୍ୟ — ୪. The sun.
- ୫. ଦେବତା —୫. Deity.
ବିଶେଷଣ -
[ସମ୍ପାଦନା]ମାନନୀୟ; ପୂଜନୀୟ —Respectable; wor shipful; venerable.
[ ଦ୍ର—ଏ ଶବ୍ଦ ପଣ୍ଡିତ ଓ ମହାପୁରୁଷମାନଙ୍କ ନାମ ପୂର୍ବରେ ସମ୍ମାନସୂଚକ ଉପାଧିରୂପେ ବ୍ୟବହୃତ ହୁଏ —Apte.