ଭଟ୍ଟି
ଦେଖଣା
ଭଟ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ଶ୍ରୀଧର ସ୍ୱାମୀଙ୍କ ପୁତ୍ର ସଂସ୍କୃତ ଭଟ୍ଟି କାବ୍ୟରେ ରଚୟିତା —Name of the author of Bḥaṭṭikāvya who was the son of Srīdhara Swāmi
- ୨. ରାମଚରିତାତ୍ମକ ସଂସ୍କୃତ କାବ୍ୟ [ ଏହା ଭଟ୍ଟିଙ୍କ ରଚିତ ଅଥିତ ଅଛି ଯେ ଏହାଙ୍କର ଜନ୍ମ ହେବା ପରେ ଜନନୀଙ୍କର ବିୟୋଗ ହେବାରୁ ଏହାଙ୍କ ପିତା ଗୃହତ୍ୟାଗୀ ହେଲେ ଓ ବଲଭୀ ରାଜ୍ୟର ଅଧିପତି ଏହାଙ୍କର ଲାଳନ ପାଳନ ଓ ଶିକ୍ଷା ପ୍ରଦାନ କରିଥିଲେ; ପରେ ଏ ଉକ୍ତ ରାଜାଙ୍କ ରାଜକୁମାର ମାନଙ୍କର ଶିକ୍ଷକରୂପେ ନିଯୁକ୍ତ ହେଲେ ଓ ରାଜକୁମାର ମାନଙ୍କର ଶିକ୍ଷାର୍ଥ ରାମଚ ରିତ ଅବଲମ୍ୱନରେ ଭଟ୍ଟି କାବ୍ୟ ରଚନା କଲେ; ଏଥିରେ କାବ୍ୟ ଛଳରେ ବ୍ୟାକରଣ ଶକ୍ଷା ଦିଆ ଯାଇଅଛି; ଟୀକାକାର ଭରତ ମଲ୍ଲିକ କହନ୍ତି ଯେ ଭଟ୍ଟି ଯାଇଅଛି ରଚିତ—ସୁବଳଚନ୍ଦ୍ର ] Name of an epic in Sanskrit dealing with the life of Rāmchandra.