Jump to content

ଭଟ୍ଟିନୀ

ଉଇକିଅଭିଧାନ‌ରୁ

ଭଟ୍ଟିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଭଟ୍ଟ=ସ୍ୱାମିତ୍ୱ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ରାଣୀ; ପଟ୍ଟମହାଦେବୀଙ୍କ ଛଡ଼ା ଅନ୍ୟ ରାଣୀ; ଅ଼କୃତାଭିଷେକା ମହିଷୀ —୧. A queen (not crowned); a princess (Apte).

[ଦ୍ରଷ୍ଟବ୍ୟ — ନାଟକରେ ଦାସୀମାନେ ଏହି ବାକ୍ୟଦ୍ୱାରା ରାଣିଙ୍କୁ ସମ୍ୱୋଧନ କରନ୍ତି]

୨. ଉଚ୍ଚବଂଶୀୟା ସ୍ତ୍ରୀ —୨. A noble lady; a lady of high rank (Apte).
୩. ବ୍ରାହ୍ମଣୀ —୩. The wife of a Brāhmaṇa (Apte).