ଭଟ୍ଟ ମିଶ୍ର
ଦେଖଣା
ଭଟ୍ଟ ମିଶ୍ର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୀଜିଲ୍ଲାର କୁଳୀନ (ସାଆନ୍ତ ବ୍ରାହ୍ମଣ)ଙ୍କଠାରୁ ଜାତୀୟତାରେ ଟିକିଏ କମ୍ କୁଳୀନ ବ୍ରାହ୍ମଣ— ବିଶେଷ —A high class of Brāhmaṇas in the Purī ṡāsan villages.
[ ଦ୍ର—ଏମାନେ ସାଧାରଣ ବୈଦିକ ବ୍ରାହ୍ମଣ, କିନ୍ତୁ ସମାଜର ବୈଦିକ ବ୍ରାହ୍ମଣଙ୍କ ଅପେକ୍ଷା ଏମାନଙ୍କର ଆସମ ଉଚ୍ଚତର ସାଆନ୍ତମାନଙ୍କ ଅନ୍ନଭୋଜନ ସଭା ଅର୍ଥାତ୍ 'ଶଙ୍ଖୁଡ଼ି ସଭାରେ' ପରିବେଷଣ କରିବା ନିମନ୍ତେ ଏମାଙ୍କର ଅଧିକାର ଅଛି ଏଥିପାଇଁ ଏମାନଙ୍କୁ ସାଆନ୍ତିଙ୍କ 'ଅଣକଧରା ମିଶ୍ର' ବୋଲାଯାଏ ଏମାନଙ୍କ ଉପାଧି 'ମିଶ୍ର' ]
(ଉ—ବ୍ରହ୍ମତୀର୍ଥରେ ସ୍ନାନ ଶୂଦ୍ର ଯେବେ କରେ, ଭଟ୍ଟ ମିଶ୍ର ହୁଅଇ ସେ ମହୀଲୋକରେ—କୃଷ୍ଣସିଂହ ମହାଭାରତ. ବନ)