Jump to content

ଭଟ୍ ଭଟ୍

ଉଇକିଅଭିଧାନ‌ରୁ

ଭଟ୍ ଭଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଭଟ ଭଟ, ଭଟ ଭାଟ, ଭଟର ଭଟର, ଭଟର ଭାଟର, ଭଠ୍ ଭଠ୍, ଭଠ ଭଠ, ଭଠର ଭଠରଅନ୍ୟରୂପ

ଦେଶଜ - ଅ (ଧ୍ୱନ୍ୟର୍ଥକ)

[ସମ୍ପାଦନା]
୧. ଗପସପ —୧. Gibble- gabble.
୨. ବଡ଼ପାଟି କରିବା ଶବ୍ଦ — ୨. Sound as of loud talk.

(ଉ—ଭଟ ଭଟ ହୋଇ କବିତ୍ୱ ପଢ଼ିଲେ କୃଷ୍ଣସିଂହ. ମହାଭାରତ. ଆଦି)

୩. କୋଳାହଳ —୩. Ado; row; noise.
୪. କଳି —୪. Quarrel.

(ଉ—ବୋହୁଟା ଶାଶୁ ସଙ୍ଗେ ଭଟ୍ ଭଟ୍ ଲଗାଇଲାଣି ଗଳ୍ପ— ସ୍ୱଳ୍ପ)

୫. ଗାଳିମନ୍ଦ —୫. Abuse.
୬. ଭୁଟ୍ ଭୁଟ୍; ବୁଦ୍ ବୁଦ୍ ସ୍ଫୋଟନ ସବ୍ଦ —୬. The sound of bursting of bubbles.

(ଉ—ଉପରେ ଚିତ୍ର ପଟ, ପଟ ଭିତରେ ପାପ ଭଟ ଭଟ ଢଗ)