ଭଟ ଅମଳ
ଦେଖଣା
ଭଟ ଅମଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଟ ଅମଳ
|
(ଭିଟ ଅମଳିଆ—ବିଣ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମରହଟି ଅମଳ; ପ୍ରାଚୀନ କାଳ —Ancient times.
[ ଦ୍ର—ମରହଟ୍ଟାମାନଙ୍କ ଅମଳରେ ବିଥଳ ଭଟ୍ଟ ନାମକ ଜଣେ ବଡ଼ ଦୟାଶୀଳ ମନ୍ତ୍ରୀ ଥିଲେ ସେ ବହୁ ଜମି ଦାନ କରିଥିଲେ ତାଙ୍କଦ୍ୱାକା ପ୍ରଦତ୍ତ୍ ଅନେକ ସନନ୍ଦ ବର୍ତ୍ତମାନ ମିଳେ ତାଙ୍କ ଉପାଧିରୁ ଏ ପ୍ରବଚନ ହୋଇଅଛି]