ଭଟ ମିଶ୍ର
ଦେଖଣା
ଭଟ ମିଶ୍ର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭଟ୍ଟମିଶ୍ର (ଦେଖ) - —Bhaṭṭa miṡra (See)
ପ୍ରାଦେଶିକ - (ବାଣପୁର, ପୁରୀଜିଲ୍ଲା) ସଂସ୍କୃତ - (ଭଟ= ନୀଚ, ହୀନ)
[ସମ୍ପାଦନା]ପତିତ ବ୍ରାହ୍ମଣଙ୍କ ଉପାଧି ବିଶେଷ — The family title of a class of fallen Brāhmaṇ of Banpur in the Puri district who were outcasted for giving their girls in marriage to Kshatriya Kings.
[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଏହାଙ୍କ ପୂର୍ବପୁରୁଷ ରାଜବଂଶକୁ କନ୍ୟା ପ୍ରଦାନ କରିବା ଫଳରେ ସମାଜଚ୍ୟୁତ ହୋଇଥିଲେ ]