ଭଡ଼
ଦେଖଣା
ଭଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବୃହତ୍)
[ସମ୍ପାଦନା]ବଡ଼ — Large.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରାଚୀନକାଳର ବର୍ଣ୍ଣସଙ୍କର ଜାତି — A hybrid caste of ancient India.
[ଦ୍ରଷ୍ଟବ୍ୟ —ଲେଟ ପିତା ଓ ତୀବର ମାତାଠାରୁ ଏ ଜାତି ଉତ୍ପନ୍ନ—(ହିନ୍ଦୀ - ଶ.)]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୂଦ୍ର ଜାତିର ଉପାଧିବିଶେଷ —୧. A family title of some Ṡūdras.
- ୨. ବିଦେଶରୁ ଓଡ଼ିଶାକକୁ ଆସୁଥିବା ଏକ ପ୍ରକାର ଧୂଆଁପତ୍ର —୨. A kind of large sized tobacco leaves imported into Orissa.
- ୩. ପ୍ରାଚୀନ କାଳରେ ବ୍ୟୂବହୃତ ପଣ୍ୟବାହୀ ବଡ଼ ନୌକା — ୩. A kind of big country boat used in ancient times for conveying merchandise.
[ଦ୍ରଷ୍ଟବ୍ୟ —ବଙ୍ଗାଳୀ - ଭଡ଼;ସଂସ୍କୃତ - ଭାର=ଭାରବାହୀ ସମୁଦ୍ରଗାମୀ ବଡ଼ ନୌକା, ପୂର୍ବେ ବାଲେଶ୍ୱର ଓଡ଼ିଶାର ବନ୍ଦର ଥିବା ସମୟରେ ବଙ୍ଗଦେଶରୁ ସମୁଦ୍ର ବାଟେ 'ଭଡ଼' ନୌକା—ଦ୍ୱାରା ଆସୁଥିବା ଧୂଆଁପତ୍ରକୁ ବାଲେଶ୍ୱରୀ ବା ଭଡ଼ ପତ୍ର ବୋଲା ଯାଉଥିଲା ଭଡ଼ ପତ୍ର ଆମ ଦେଶୀ ପତ୍ର ଅପେକ୍ଷା ଆକାରରେ ବଡ଼ (ଭଡ଼) ଥିବାରୁ ଭଡ଼ ଅର୍ଥ ବଡ଼ ହେଲା ଓ ବଡ଼ ପାନୁ ଭଡ଼ ପାନ ବୋଲାଗଲା]