Jump to content

ଭଡ଼କା

ଉଇକିଅଭିଧାନ‌ରୁ

ଭଡ଼କା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ବୁଦ୍ୱୁଦ୍ —୧. Bubble
୨. ନଡ଼ିଆ ହୁକା; ହୁକ୍କାର ଯେଉଁ ଅଂଶରେ ପାଣି ରହେ —୨. Hubble bubble; the bottom-pot of a hukah.

(ଯଥା—ଚୁଙ୍ଗୀ ଭଡ଼କା)

୩. ଶିଙ୍ଘାଣିର ମେଞ୍ଚା — ୩. Cold or flake of rheum.