ଭଡ଼କାଇବା
ଦେଖଣା
ଭଡ଼କାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ଭଡ଼କିବାର ଣିଜନ୍ତ)
[ସମ୍ପାଦନା]- ୧. ଭଟକାଇବା; ହୁରୁଡ଼ାଇବା —୧. To scare away.
- ୨. ଭୟ ଦେଖାଇବା; ଧମକାଇବା; ଚମକାଇବା —୨. To frighten; to terrify; to threaten.
- ୩. କୌଣସି ପଦାର୍ଥକୁ (ଯଥା— କଲିଚୂନର ଶିପକୁ) ପାଣିରେ ପକାଇ ଭଡ଼ ଭଡ଼ ଶବ୍ଦ କରାଇବା ଓ ଚୂନ ତୟାର କରିବା —୩. To cause a thing to bubble (as in slaking lime); to slake burnt shells or lime into quick lime.
- ୪. (ମୁହଁରେ) ଦାମ୍ଭିକତା ପ୍ରକାଶ କରିବା; ଭୁରୁଡ଼ ଦେଖାଇବା (ଯଥା—ମୁହଁ ଭଡ଼କାଇବା) — ୪. To indulge in bravado.