Jump to content

ଭଡ଼କିବା

ଉଇକିଅଭିଧାନ‌ରୁ

ଭଡ଼କିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭଟକିବା (ଦେଖ) - —୧. Bhaṭakibā (See).
୨. କ୍ଷେତରେ ଦିଆଯିବା ସାର ଅତିରିକ୍ତ ରୂପେ ବଳିଷ୍ଠ ହେବା ଯୋଗୁଁ ସେଥିରେ ଉଠିବା ଚାରା ଆଦି (ଯଥା—ଧାନ; ଆଖୁ) ଅତିରକ୍ତରୂପେ ବଢ଼ିଯାଇ ଉପଯୁକ୍ତ ଫଳ ନ ଧରିବା —Said of plants growing too lustly (owing to excess of manure) and so not producing a good harvest.
୩. ଭୟ କରି ପଳାଇବା; ହୁର୍ଡ଼ିବା —୩. To flee away through fear, to be scared away.
୪. ଭୟବିହ୍ୱଳ ହେବା; ଚମକିବା —୪. To shy; to be frightened.