Jump to content

ଭଡ଼କେଇତା

ଉଇକିଅଭିଧାନ‌ରୁ

ଭଡ଼କେଇତା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଡ଼)

[ସମ୍ପାଦନା]

ନୀଚ ଶୂଦ୍ର ଜାତିବିଶେଷ — A low caste ṡūdra whose profession it is to prepare pots of hubble

bubble with cocoanut shell.

[ଦ୍ରଷ୍ଟବ୍ୟ — ଏମାନେ ନଡ଼ିଆକୁ ଆଖିରୁ କଣା କକରି କୋରଣା ପରି ଏକ ପ୍ରକାର ଅସ୍ତ୍ରଦ୍ୱାରା ତାହା ଭିତରର ଶସଯାକ କୋରାଇ କାଢ଼ି ନେଇ ନଡ଼ିଆକୁମ୍ପା ତୟାର କରନ୍ତି ଏ କୁମ୍ପାରେ ଲୋକେ ମଞ୍ଜି ଗୁଣ୍ଡିଆଦି ରଖନ୍ତି ଏବଂ ଏଥିରେ ହୁକା ମଧ୍ୟ ତୟାର ହୁଏ ସତ୍ୟବାଦୀରେ ଏ ଜାତିର କୋତୋଗୋଟି ପରିବାର ଅଛନ୍ତି]