ଭଡ଼ଙ୍ଗ
ଦେଖଣା
ଭଡ଼ଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଡ଼ଙ୍ଗ
|
ଦେଶଜ - ବି—(ସଂସ୍କୃତ - ବାହ୍ୟାଡ଼ମ୍ୱର)
[ସମ୍ପାଦନା]- ୧. ଆଡ଼ମ୍ୱର; ବାହ୍ୟାଡ଼ମ୍ୱର — ୧. Ostentation; ado; display; show of splendour.
- ୨. ଚାକଚକ୍ୟ — ୨. Splendour; glitter.
- ୩. (ସଂସ୍କୃତ - ବାଗାଡ଼ମ୍ୱାର) ବାଗାଡ଼ମ୍ୱର —୩. Bragging; tall talk.