Jump to content

ଭଡ଼ଙ୍ଗିଆ

ଉଇକିଅଭିଧାନ‌ରୁ

ଭଡ଼ଙ୍ଗିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବାହ୍ୟାଡ଼ମ୍ୱରବିଶିଷ୍ଟ —୧. Ostentatious; grand.
୨. ଚକଚକିଆ —୨. Bright; dazzling.
୩. ବାଗାଡ଼ମ୍ୱରଯୁକ୍ତ — ୩. Bragging.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଡ଼ମ୍ୱର କରିବା ବ୍ୟକ୍ତି — A braggart.