ଭଡ଼ମ୍ୱ
ଦେଖଣା
ଭଡ଼ମ୍ୱ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଡ଼ମ୍ୱ
|
ଦେଶଜ - ବି—(ସଂସ୍କୃତ - ଭୟଭ୍ରମ, ପ୍ରା ଭଡ଼ମ୍ୱ)
[ସମ୍ପାଦନା]- ୧. ହଠାତ୍ ଉପସ୍ଥିତ ଭୟ —୧. Sudden fear;
- ୨. ଛନକା; ଭୀତି —୨. Fright; terror.
- ୩. ଆଡ଼ମ୍ୱର ୩. Grandeur; display; show; ado.
- ୪. ଚାକଚକ୍ୟ —୪. Splendour; brightness.
- ୫. ଦଗା; ଧପା —୫. Deception; fraud.