Jump to content

ଭଡ଼ାଏ

ଉଇକିଅଭିଧାନ‌ରୁ

ଭଡ଼ାଏ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

କିଛି ବାଟ; ଥୋଡ଼ାଏ ବାଟ; ଭେରାଏ — ୧. Some distance.

(ଉ—ନିବାତ କବଚଙ୍କ ଶବେ ସେ ଘୋଡ଼ାଏ, ତଳରେ ଯାଇଁ ନ ପାରିଲେଟି ଭଡ଼ାଏ କୃଷ୍ଣସିଂହ ମହାଭାରତ ବନ)

୨. ଥରେ — ୨. Once.
୩. ଶଗଡ଼ ବା ନାବରେ ଥରେ ବୋଝାଇ ହେବା ପରିମିତ; ଏକକ ଗାଡ଼ି ବା ନାବପୂର୍ଣ୍ଣ —୩. One load of.
୪. ଏକ ପାହୁଣ୍ଡ —୪. One step.