ଭଡ଼ାଖିଆ
ଦେଖଣା
ଭଡ଼ାଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଡ଼ାଖିଆ
|
(ଭଡ଼ାଖୋର୍—ଅନ୍ୟରୂପ)
(ଭଡ଼ାଖାଈ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ମନ୍ଦାର୍ଥ)
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ଭଡ଼ାଦ୍ୱାରା ଜୀବିକା ନିର୍ବାହ କରେ — ୧. Living on the earnings of hire.
- ୨. ବେଶ୍ୟାବୃତ୍ତିଜନିତ ଅର୍ଥରେ ଜୀବିକାନିର୍ବାକାରୀ —୨. Living on the earnings of adultery.