Jump to content

ଭଡ଼ାଟିଆ

ଉଇକିଅଭିଧାନ‌ରୁ

ଭଡ଼ାଟିଆ

ଉଚ୍ଚାରଣ

[ସମ୍ପାଦନା]

(ଭଡ଼ାଦାର—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାଟକୀୟ)

[ସମ୍ପାଦନା]
୧. ଯେଉଁମାନେ ଅନ୍ୟ ବ୍ୟକ୍ତିର ଘରେ ଭଡ଼ା ଦେଇ ରହନ୍ତି —୧. Lodgers on rent; occupiers of a house on hire.
୨. ଯେଉଁ ବ୍ୟକ୍ତି ଭଡ଼ା ଦେଇ ଅନ୍ୟର ଦ୍ରବ୍ୟ ବ୍ୟବହାର କରେ — ୨. Lessees on hire.

ବିଶେଷ୍ୟ -

[ସମ୍ପାଦନା]

ଭଡ଼ାରେ ବ୍ୟବହାର ହେଉଥିବା ଗାଡ଼ି ଘର ଆଦି —(thing) Let out on hire.