Jump to content

ଭଡ଼ା କରିବା

ଉଇକିଅଭିଧାନ‌ରୁ

ଭଡ଼ା କରିବା

ଉଚ୍ଚାରଣ

[ସମ୍ପାଦନା]

(ଭଡ଼ା ନେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତିର ଗୃହ ବା ଯାନକୁ ଭଡ଼ା ଦେଇ ବ୍ୟବହାର କରିବା କଥା ସ୍ଥିର କରିବା —୧. To settle to take on hire; to engage on hire.
୨. ଅନ୍ୟ ବ୍ୟକ୍ତିର ଗୃହ ବା ଯାନାଦିକୁ ଭଡ଼ା ଦେଇ ବ୍ୟବହାର କରିବା — ୨. To take on hire.