Jump to content

ଭଡ଼ା ଛିଣ୍ଡେଇବା

ଉଇକିଅଭିଧାନ‌ରୁ

ଭଡ଼ା ଛିଣ୍ଡେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବସ୍ତୁକୁ ବ୍ୟବହାର କରିବା ବା ଭୋଗ କରିବା ନିମନ୍ତେ ବସ୍ତୁସ୍ୱାମୀକୁ କେତେ ଭଡ଼ା ଦିଆଯିବା ତାହା ସ୍ଥିର କରିବା —୧. To settle the hire of a thing to be let out.
୨. ବସ୍ତୁକୁ ବ୍ୟବହାର କରିବା ଯୋଗୁଁ ବସ୍ତୁ— ସ୍ୱାମୀଙ୍କୁ ଦେୟ ଭଡ଼ା ସମ୍ପୂର୍ଣ୍ଣରୂପେ ଆଦାୟ ଦେବା; ଚୁକ୍ତି କରି ଦେବା —୨. To pay off the whole hire due to the owner for the use of a thing.