Jump to content

ଭଡ଼ା ଦେବା

ଉଇକିଅଭିଧାନ‌ରୁ

ଭଡ଼ା ଦେବା

ଉଚ୍ଚାରଣ

[ସମ୍ପାଦନା]

[ଭଡ଼ା ଲଗା(ଗେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭଡ଼ା ପାଇବା ପାଇଁ ଆପଣାର ଗୃହାଦିକୁ ଅନ୍ୟ ବ୍ୟକ୍ତିକୁ ବ୍ୟବହାର କରିବାକୁ ଦେବା —୧. To let out a thing on hire.
୨. ଭଡ଼ା— ଗୃହ ଆଦି ନିମନ୍ତେ ଦେୟ ଧନକୁ ଗୃହ— ସ୍ୱାମୀକୁ ଦେବା —୨. To pay the hire or rent of some thing used on rent to the owner.
୩. (ଅଶିଷ୍ଟାଂଶ) ଆପଣାର ଅଧିକାରଭୁକ୍ତ କୌଣସି ସ୍ତ୍ରୀକୁ ବେଶ୍ୟାବୃତ୍ତିଦ୍ୱାରା ଧନ ଅର୍ଜ୍ଜନ କରିବା ପାଇଁ ଅନ୍ୟ ପୁରୁଷର ଉପଭୋଗ ପାଇଁ ଛା଼ଡ଼ି ଦେବା —୩. To let out a woman (who is in one's keeping) for prostitution.