ଭଡ଼ା ବାକି
ଦେଖଣା
ଭଡ଼ା ବାକି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଡ଼ା ବାକି
|
ଦେଶଜ - ବିଶେଷ୍ୟ - (ଭଡ଼ା+ଫାରାସୀ - ବାକୀ)
[ସମ୍ପାଦନା]ବାକିଆ ଭଡ଼ା; ବସ୍ତୁସ୍ୱାମୀକୁ ଦେୟ ଭଡ଼ା ଯାହାକି ବ୍ୟବହାରକାରୀ ବ୍ୟକ୍ତିଠାରେ ବାକି ପଡ଼ିଯାଏ — Arrear dues on account of the use of a thing.