ଭଡ଼୍
ଦେଖଣା
ଭଡ଼୍
ଉଚ୍ଚାରଣ
[ସମ୍ପାଦନା]ଭଡ଼୍ ଭଡ଼୍, ଭଡ଼ ଭଡ଼, ଭଡ଼ର ଭଡ଼ର ଭଡ଼ର୍ ଭଡ଼ର୍ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ନାକରେ ଘନୀଭୂତ ଶିଙ୍ଘାଣି ନାକରନ୍ଧ୍ରରେ ପୂର୍ଣ୍ଣ ହୋଇ ନିଃଶ୍ୱାସଯୋଗ ତହିଁରେ ଉତ୍ପନ୍ନ ଘଡ଼ ଘଡ଼ ଶବ୍ଦ —୧. Gurgling sound of thickened rheum inside the nose during breathing.
- ୨. ଛୋଟ ତାସା ବାଜାକୁ ବେତରେ ବଜାଇବା ଶବ୍ଦ — ୨. The sound of striking small kettle drums with thinj sticks.
- ୩. ଉପର୍ଯ୍ୟୁପରି ବେତରେ ପିଟିବା ଶଦ୍ଦ —୩. Repeated cracking sound of cane-beating.
- ୪. ନିଆଁ ଉପରେ ଖଇ ଫୁଟିବାର ଶଦ୍ଦ —୪. Bursting or cracking sound of corn etc while being fried.
- ୫. ଛୋଟ ବସ୍ତୁ ଫାଟିବାର ଶବ୍ଦ —୫. Cracking or bursting sound.
- ୬. ଘାଆ ପୂଜପୂର୍ଣ୍ଣ ହେବା ଅବସ୍ଥା —୬. The state of sore becoming full of pus.
- ୭. ହୁକା ଟାଣିବାର ଶବ୍ଦ —୭. The bubbling sound of a hubble-bubble.
- ୮. କଠିନ ଜିନିସ ଚୋବାଇବାର ଶବ୍ଦ —୮. Sound produced by chewing hard things.
(ଉ— ପଡ଼ଶୁଣି ପିଠା ଦେଖି ମନ ରବେଇ ଖବେଇ, ଘସି
ଫଡ଼ାଏ ହାତରେ ଧରି ଭଡ଼ ଭଡ଼ ଚୋବାଇ ଢଗ )
- ୯. ଅସ୍ଥି ଆଦି କଠିଣ ବସ୍ତୁ ଉପର୍ଯ୍ୟୁପରି ଭାଙ୍ଗିବାର ଶବ୍ଦ —୯. The sound of breaking of bone and other hard things.
(ଉ—ଏହି ସକାଶରୁ ରାକ୍ଷସ ହାଡ଼ଯାକ, ସେହି କାଳରେ କଲା ଭଡ଼ ଭଡ଼ ଡାକ କୃଷ୍ଣସିଂହ. ମହାଭାରତ. ବନ)