ଭଡ଼୍ ଭାଡ୍
ଦେଖଣା
ଭଡ଼୍ ଭାଡ୍
ଉଚ୍ଚାରଣ
[ସମ୍ପାଦନା]ଭଡ଼ ଭାଡ଼, ଭାଡ଼ଭାଡ଼୍ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ଅ—(ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଉପର୍ଯ୍ୟୁପରି ବେତ ମାଡ଼ର ଶବ୍ଦ —୧. Cracking sound of repeated cane-beating.
- ୨. ଅବିରାମରୂପେ ଗୁଡ଼ାଏ ଗପିବା ପ୍ରକାରେ —୨. Loud talking without interruption.
- ୩. ଏକାଧିକ ଦଉଡ଼ି ହଠାତ୍ ଛିଣ୍ଡିଯିବା ଶବ୍ଦ — ୩. Sudden breaking of ropes.
- ୪. କୈଣସି ଦୃଢ଼ ପଦାର୍ଥ ବାରମ୍ୱାର ଭୁପତିତ ହେବାର ଶବ୍ଦ — ୪. Repeated thumping sounds.
(ଉ—ଶାଲ୍ୱ ମହାବୀର ସେ କାଣ୍ଡର ବ୍ୟଥାରେ , ଭଡ଼ ଭାଡ଼ ହୋଇଣ ପଡ଼ିଲା ରଥରେ କୃଷ୍ଣସିଂହ. ମହାଭାରତ ବନ)