ଭଡ଼ ପାନ
ବଡ଼ ଆକୃତିବିଶିଷ୍ଟ ପାନପତ୍ର —Large sized betel leaf.
[ଦ୍ରଷ୍ଟବ୍ୟ —ଆକୃତି ଅନୁସାରେ ପାନକୁ ଭଡ଼ (ବଡ଼), ମଝଲା (ମଧ୍ୟମାକୃତି) ଓ ରାଶି (ସାନ) ବୋଲାଯାଏ]