ଭଣଜା ବୋଉ
ଦେଖଣା
ଭଣଜା ବୋଉ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଣଜା ବୋଉ
|
(ଭାଣିଜୀ ଜା[ଜ୍ୱା]ଇଁ—ବିପରୀତ ଲିଙ୍ଗ)
ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଭଗିନୀଜ ବଧୂ)
[ସମ୍ପାଦନା]ଭଣଜାର ସ୍ତ୍ରୀ —The wife of one's sistyer's son.
[ଉ— ଦୋଳିରେ ଯାଏ ଦୋଳିରେ ଯାଏ ଦୋଳିରେ ଆସେ, ଭଣଜାବୋହୂ ଭାତ ପରସେ—ଶିଶୁଗୀତ]