Jump to content

ଭଣଞ୍ଜା ବୋହୂ

ଉଇକିଅଭିଧାନ‌ରୁ

ଭଣଞ୍ଜା ବୋହୂ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭାଣିଜୀ ଜା[ଜ୍ୱା]ଇଁ—ବିପରୀତ ଲିଙ୍ଗ)

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଭଗିନୀଜ ବଧୂ)

[ସମ୍ପାଦନା]

ଭଣଜାର ସ୍ତ୍ରୀ —The wife of one's sistyer's son.

[ଉ— ଦୋଳିରେ ଯାଏ ଦୋଳିରେ ଯାଏ ଦୋଳିରେ ଆସେ, ଭଣଜାବୋହୂ ଭାତ ପରସେ—ଶିଶୁଗୀତ]