Jump to content

ଭଣା

ଉଇକିଅଭିଧାନ‌ରୁ

ଭଣା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ପୁରୀଜିଲ୍ଲା) ବିପୁଲିଙ୍ଗ - (ପୁରୁଷ ପ୍ରତି ଉପଯୁକ୍ତ ଅଶ୍ଳୀଳ ଗାଳି)

[ସମ୍ପାଦନା]

ଭଉଣୀଗିହାର ସଂକ୍ଷେପ ରୂପ; ଭଗିନୀର ସତୀତ୍ୱଧର୍ମନାଶ— କାରୀ ବ୍ୟକ୍ତି —A vile term of abuse used to males (a person committing incest with his sister.)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭଣିବା କ୍ରିୟା (ଦେଖ) - The act of Bhaṇibā (See)