Jump to content

ଭଣାଇବା

ଉଇକିଅଭିଧାନ‌ରୁ

ଭଣାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଭଣିବା କ୍ରିୟାର ଣିଜନ୍ତ ରୂପ)

[ସମ୍ପାଦନା]

ଅନ୍ୟ ବ୍ୟକ୍ତିର ରଚିତ ଗୀତାଦିରୁ ଆପଣା ନାମରେ ଭଣିତା କରାଇବା —To cause a song to be wound up with one's name as the author although one is not such.

[ଦ୍ରଷ୍ଟବ୍ୟ —ଉତ୍କଳରେ ରାଜସଭାର କବିମାନେ ସ୍ୱରଚିତ ଗୀତ ଆଦିକୁ ଆପଣା ନାମରେ ଭଣି ତାଙ୍କ ପୃଷ୍ଠପୋଷକ ରାଜାମାନଙ୍କ ନାମରେ ଭଣିତା କରୁଥିଲେ ଓ ଆଜିକାଲି ମଧ୍ୟ ସଙ୍ଗୀତମାନଙ୍କୁ ଆଠଗଡ଼ ଓ ଜଳନ୍ତର ରାଜାମାନଙ୍କ ନାମରେ ଭଣିତା କରିଥିଲେ]